Friday, 3 October 2025

ନିରନ୍ତର ଅନ୍ତରେ ଭଜ କୃଷ୍ଣ କୃଷ୍ଣ କୃଷ୍ଣ

ନିରନ୍ତର ଅନ୍ତରେ ଭଜ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଭଜ ନିରନ୍ତର ଅନ୍ତରେ ଅଖିଳ ପିତା ଦୟା ସିନ୍ଧୁ ପତିତପାବନ ଭଵ ଦୁଃଖ ପାଶୋରା ରାଧା କାନ୍ତରେ

No comments:

Post a Comment