Thursday, 2 October 2025

କ୍ଷୁଦାତୁର ମାନସରେ କେବଳ

କ୍ଷୁଦାତୁର ମାନସରେ କେବଳ ବୈଷ୍ଣବ ଦୁଆରରେ ଭିକ୍ଷା ମାଗିବା କର୍ଣ୍ଣ ଶୁଣିବ ହରି ନାମ ସଂକୀର୍ତ୍ତନ ଚକ୍ଷୁ ଦେଖିବ ଶ୍ରୀପତି ଆରତୀ ତୃଷାତୁର ମାନସରେ କେବଳ ବୈଷ୍ଣବ ଦୁଆରରେ ଭିକ୍ଷା ମାଗିବା କର୍ଣ୍ଣରେ ଶୁଣି ହରି ଲୀଳା ବୁଝିବ ସକଳ କ୍ଷୁଦା ତୃଷା ଏତେ କିରତ୍ତି

No comments:

Post a Comment