A flower with 4 petals
Wednesday, 1 October 2025
ହେ ଚକାଡୋଳା ତୁମ୍ଭେ ଆପଣ
ହେ ଚକାଡୋଳା ତୁମ୍ଭେ ଆପଣ ପୂର୍ଣ୍ଣ ବ୍ରହ୍ମ ନିମ୍ବ ଦାରୁ ଶିଳ୍ପୀ କଳା ହେ ପତିତପାବନ ତୁମ୍ଭେ ଓଁକାର ବାସୁଦେବଙ୍କ ଦେହ ଅବଶେଷ ହେ ନାରାୟଣ ତୁମ୍ଭେ ଆପଣ ସଚରାଚର ସକଳ ଆକାର ବିକାର ହେ ବ୍ରାହ୍ମଣର ପରମ ପ୍ରାପ୍ତି ତୁମ୍ଭେ କୃଷ୍ଣ ଆତ୍ମାର କେବଳ ଶୋଷ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment