Thursday, 2 October 2025

କଂସ ବନ୍ଦୀ ଘରେ ଦେବକୀ ଗର୍ଭ ରଖିଲେ

କଂସ ବନ୍ଦୀ ଘରେ ଦେବକୀ ଗର୍ଭ ରଖିଲେ ଯେଉଁ ନାରାୟଣ କୁରୁ ସଭା ତଳେ ପାଞ୍ଚାଳୀ ଲଜ୍ୟା ରଖିଲେ ଯେଉଁ ପିତାମ୍ବର ଅରକ୍ଷିତ ପାଞ୍ଚ ପାଣ୍ଡଵ ରଖିଲେ ନିରନ୍ତର ଯେଉଁ ବାସୁଦେବ ଏହି ପିତା ମାତା ଛେଉଣ୍ଡର ସମ୍ବଳ ସେହି ଏକା ବେଣୁଧର

No comments:

Post a Comment