Wednesday, 1 October 2025

ବୈକୁଣ୍ଠ ରାଣୀ କମଳା ଅଯୋଧ୍ୟା ରାଣୀ ବୈଦେହୀ

ବୈକୁଣ୍ଠ ରାଣୀ କମଳା ଅଯୋଧ୍ୟା ରାଣୀ ବୈଦେହୀ ଦ୍ୱାରିକା ରାଣୀ ମା ରୁକ୍ମଣୀ ବୃନ୍ଦାବନ ରାଣୀ ରାଧିକା ଶ୍ରୀକ୍ଷେତ୍ର ରାଣୀ ଲକ୍ଷ୍ମୀ ଶ୍ରୀରଙ୍ଗ ରାଣୀ ରଙ୍ଗ ନାୟକୀ ମମ ହୃଦ ପଦ୍ମ ଜଗନ୍ନାଥ ରାଣୀ ଆତ୍ମା ଠାରୁ ଅଧିକା

No comments:

Post a Comment