Monday, 1 September 2025

ଭଜନ କୀର୍ତ୍ତନ ମୋ ଦେଇ ନୋହିଲା

ଭଜନ କୀର୍ତ୍ତନ ମୋ ଦେଇ ନୋହିଲା ଗିନି ମୃଦଙ୍ଗ ଝାଞ୍ଜ ମୁଁ ବଜାଇ ଜାଣେନା ବୈଷ୍ଣବ ପିଣ୍ଢାରେ ମୁହିଁ ରାତି ବଞ୍ଚୁଥାଏ କୃଷ୍ଣଙ୍କୁ ଭେଟିଵା ଆଶା ତେଜି ପାରେନା

No comments:

Post a Comment