Thursday, 4 September 2025

ଅହଙ୍କାରୀ ଦାନଵ ଦଳନ ବେଳକୁ ହେ କୃଷ୍ଣ

ଅହଙ୍କାରୀ ଦାନଵ ଦଳନ ବେଳକୁ ହେ କୃଷ୍ଣ ହେ କୃଷ୍ଣ ତୋ ଠାରୁ ଆଉ କେ ଭୀଷଣ ନାହିଁ ସନ୍ଥ ସାଧୁ ଉଦ୍ଧାର ବେଳକୁ କେଡେ ଆତୁର ହେ ଅପଲକ ଚକାଆଖି କୃପାକୁ ଅଛି ଚାହିଁ

No comments:

Post a Comment