Thursday, 4 September 2025

ତୋ ଛନ୍ଦା ଚରଣ ଏହି ପାପୀ ଶିର କାହୁଁ ଛୁଇଁବ

ତୋ ଛନ୍ଦା ଚରଣ ଏହି ପାପୀ ଶିର କାହୁଁ ଛୁଇଁବ ହେ ବଂଶୀ ବଦନ କିଞ୍ଚିତ ନାହିଁ ମୋ ଧର୍ମ ବଳ ତୋ ଚକାଆଖିକୁ ଚାହିଁଅଛି ଚାତକ ପକ୍ଷୀ ସମ ହେ ଅଶରଣ ଶରଣ ସମ୍ବଳ ମୋର ଆଖି ଜଳ

No comments:

Post a Comment