Thursday, 11 September 2025

ଯେତେବେଳେ ଏହି ପତିତ କମଳା ସେବିତ ପାଦରେ ଲୋଟିଥିବ

ଯେତେବେଳେ ଏହି ପତିତ କମଳା ସେବିତ ପାଦରେ ଲୋଟିଥିବ ହେ କରୁଣା ବରୁଣାଗାର ଲକ୍ଷ୍ମୀ ନୃସିଂହ ଶିରରେ ରଖିଥିବ ଚାରି ହସ୍ତ ସେତେବେଳେ ଶରୀର ପୁଲକିତ ଉଲ୍ଲାସିତ ରୋମାଞ୍ଚିତ୍ତ ହେଉଥିବ ହେ ଅପଲକ ବ୍ରହ୍ମଦାରୁ ଚକାଡୋଳା ଅଜ୍ଞାନ ଅନ୍ଧାର ହେଉଥିବ ଅସ୍ତ

No comments:

Post a Comment