A flower with 4 petals
Wednesday, 10 September 2025
ପରମ ପାବନ ଅମୃତ ଯାହା କଥା ସେହି ଶ୍ରୀପତି
ପରମ ପାବନ ଅମୃତ ଯାହା କଥା ସେହି ଶ୍ରୀପତି ସଚରାଚର ବ୍ୟାପକ ଅପଲକ କୃପା ଚକାଡୋଳା ଛନ୍ଦା ପାଦ ଥରେ ଛୁଆଁଇ ଦିଅ କୃଷ୍ଣ ସହୋଦରୀ ଭକ୍ତି ଜଳରେ ନିତି ଧୋଇ ଦେଉଥିବି ତୋ ଅଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment