Friday, 12 September 2025

ସଦା ତୋର ସନ୍ତୋଷେ ମୋର ଧ୍ୟାନ

ସଦା ତୋର ସନ୍ତୋଷେ ମୋର ଧ୍ୟାନ ହେ କୃଷ୍ଣ ତୁହି ମୋ ପିଣ୍ଡରେ ପରାଣ ଗରୁଡ ପଛରୁ ଚାହିଁଦେଲେ ତୋତେ ଆତ୍ମା କହେ ଛୁଅଁନ୍ତି ଶ୍ରୀରଙ୍ଗା ଚରଣ

No comments:

Post a Comment