Tuesday, 2 September 2025

ତୋ ଅପଲକ ଚକାଡ଼ୋଳାର ଗଭୀରତା ଯେତେ

ତୋ ଅପଲକ ଚକାଡ଼ୋଳାର ଗଭୀରତା ଯେତେ ସେତେ ତୋର ଉଦାରତା ଶୁଣିଅଛି ମୋ କର୍ଣ୍ଣରେ ଅର୍ଜୁନକୁ ଯେମିତି ସାହାହେଲୁ କିଏ ସେ ନ ଜାଣେ ଛନ୍ଦା ଚରଣ ଲୋଟନ୍ତି ଅନୁମତି ହେଲେ ଦୀନରେ

No comments:

Post a Comment