Tuesday, 9 September 2025

ଆହାଃ କେତେ ମିଠା ବାଛି କିଏ ସେ ଦେଲା ନାମ କୃଷ୍ଣ

ଆହାଃ କେତେ ମିଠା ବାଛି କିଏ ସେ ଦେଲା ନାମ କୃଷ୍ଣ କିଏ ସେହି ବାଛି ଏହି ନାମ ଦେଲା ରାଧା କେତେ ମିଠା ଦଶ ଇନ୍ଦ୍ରିୟ ସମୂହ ଗରୁଡ ପଛରେ ହେଲା ଉର୍ଦ୍ଧ୍ୱ ବାହୁ ଶୁଣନ୍ତେ ମନ ପକ୍ଷୀର ପରରେ ଲାଗିଲା କାଣ୍ଡିଆ ଅଠା

No comments:

Post a Comment