Thursday, 4 September 2025

ହନୁମାନ ମନ୍ଦିର ଦୁଆରେ ଧାରଣା ମୁଁ ଦେଲି

ହନୁମାନ ମନ୍ଦିର ଦୁଆରେ ଧାରଣା ମୁଁ ଦେଲି ମଥାରେ ବୋଳିବାକୁ ଶ୍ରୀରାମ ପାଦୁକା ଧୂଳି ଏଡ଼େ ପାବନ ଏଡ଼େ ମଧୁର ରାମ ନାମ ସୁଧା ରାମ ନାମ କୀର୍ତ୍ତନ ଶୁଣିଲେ ନ ପାରେ ଚଳି

No comments:

Post a Comment