Thursday, 4 September 2025

ଜୀବର ଶ୍ରଦ୍ଧା ବୃକ୍ଷରେ ସୁଗନ୍ଧ ଫୁଲଟିଏ ଫୁଟିଲେ

ଜୀବର ଶ୍ରଦ୍ଧା ବୃକ୍ଷରେ ସୁଗନ୍ଧ ଫୁଲଟିଏ ଫୁଟିଲେ ହେ କୃଷ୍ଣ କଳା ଭ୍ରମର ନିରନ୍ତର ତୋହର ଆଖଡ଼ା ହେ ଗୋବିନ୍ଦ ଦିନଟିଏ ଥରେ ଛୁଇଁବାକୁ ଦେଲୁନି ନବଧା ଭକ୍ତି କହେ କୃଷ୍ଣ ଛନ୍ଦାପାଦ ପଦ୍ମ ପାଖୁଡା

No comments:

Post a Comment