Wednesday, 3 September 2025

ଓଁ ସାଇରାମ ତୁମ୍ଭ ଆଶିଷ ବଚନ ସ୍ମରଣ କରି

ଓଁ ସାଇରାମ ତୁମ୍ଭ ଆଶିଷ ବଚନ ସ୍ମରଣ କରି ମୁହିଁ ମହା ପାତକୀ ଏହି ଜନ୍ମକୁ ମଣିଲି କୃତାର୍ଥ ସାଇକୃଷ୍ଣ ଛନ୍ଦା ଚରଣରେ ନିରନ୍ତର ଚିତ୍ତ ଥାଉ ହେ କରୁଣା ବରୁଣାଗାର ଲଭିବାକୁ ପରମାର୍ଥ

No comments:

Post a Comment