Wednesday, 3 September 2025

ଆହାଃ କେଉଁ ନାମଟି ଧରି ଡାକିବି ଯେ ତୁମ୍ଭଙ୍କୁ

ଆହାଃ କେଉଁ ନାମଟି ଧରି ଡାକିବି ଯେ ତୁମ୍ଭଙ୍କୁ ହେ ଚକାଡୋଳା ପାଦରେ ଚାଲି ଚାଲି ଆସିବ ଅପଲକ ନୟନେ ଚାହିଁଥିବି ତୁମ୍ଭ ପଦ୍ମପାଦକୁ ହେ କମଳା ହୃଦୟ ମନ ବ୍ରହ୍ମାନନ୍ଦରେ ନାଚିବ

No comments:

Post a Comment