Sunday, 7 September 2025

ଏହି ଅଖିଳ ବ୍ରହ୍ମାଣ୍ଡ ନାରାୟଣ ଜୀବ ବ୍ରହ୍ମ ଅଣ୍ଡା

ଏହି ଅଖିଳ ବ୍ରହ୍ମାଣ୍ଡ ନାରାୟଣ ଜୀବ ବ୍ରହ୍ମ ଅଣ୍ଡା ସକଳ ଜନନୀ ଅବଶ୍ୟ ଆସିବେ କମଳା କାନ୍ତ ଛନ୍ଦା ପାଦ ଧ୍ୟାଉଥାରେ ଚିତ୍ତ ଧ୍ୟାନ କର ଗରୁଡ ସ୍ପର୍ଶରେ ଉଷୁମ ହେବୁ ସକଳ ଦୁଃଖ ହେବ ଅନ୍ତ

No comments:

Post a Comment