Sunday, 7 September 2025

ଭୋଳାନାଥ ଶଶ୍ମାନ ଅଶନାରେ ସଦା ବୁଲୁଥାନ୍ତି

ଭୋଳାନାଥ ଶଶ୍ମାନ ଅଶନାରେ ସଦା ବୁଲୁଥାନ୍ତି ମନ ଭରି ଅତି ଭଲ ଭାବେ ଘଷି ଗାଧେଇଦେବୁ ମହାଦେବଙ୍କର ପ୍ରାଣ ପ୍ରିୟ ତ୍ରିଶାଖା ବେଲ ପତର ଅର୍ଦ୍ଧ ଚନ୍ଦ୍ର ଜାହ୍ନବୀ ଜଟାରେ ପାଶରେ ଖଞ୍ଜିଦେବୁ

No comments:

Post a Comment