A flower with 4 petals
Thursday, 4 September 2025
ଗୁରୁ ସାଇ କୃଷ୍ଣ ଗୁରୁ ଚକାଡୋଳା ଖୋଜିବାକୁ ପଡ଼େ ନାହିଁ
ଗୁରୁ ସାଇ କୃଷ୍ଣ ଗୁରୁ ଚକାଡୋଳା ଖୋଜିବାକୁ ପଡ଼େ ନାହିଁ ଶିଷ୍ୟ ହୃଦୟ କମଳ କେଶରରେ ଦୀପ ସ୍ୱୟଂ ଦିଅନ୍ତି ଧରା ଗୁରୁ ଅନନ୍ତ ବାସୁଦେବ ଗୁରୁ ବାସୁକୀର ସାତ ସାତଟି ଫଣା ଶିଷ୍ୟ ସନ୍ତାନକୁ ଛାଇ କରନ୍ତି ପଡିଲେ ସଂସାର ଜଞ୍ଜାଳ ଖରା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment