Thursday, 4 September 2025

ହେ ଚକାଡୋଳା ଅପଲକ କଟାକ୍ଷ ସକଳ

ହେ ଚକାଡୋଳା ଅପଲକ କଟାକ୍ଷ ସକଳ ଗୁରୁମାନଙ୍କର ଗୁରୁ ହେ କମଳା ହୃଦୟ ଲଘୁମାନଙ୍କ ମଧ୍ୟରେ ଲଘୁତମ ବ୍ରହ୍ମଦାରୁ ହେ ଦାଶରଥି ତୁମ୍ଭେ ଶିଷ୍ୟମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବଳରାମ ହେ ବୈଦେହୀ ଜୀବନ ଗୁରୁମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ

No comments:

Post a Comment