Monday, 15 September 2025

ଗାଆଁକୁ ଗାଆଁ ବୁଲେ ମୁହିଁ ଫେରିବାଲାଟିଏ ନାଁ ରାମ

ଗାଆଁକୁ ଗାଆଁ ବୁଲେ ମୁହିଁ ଫେରିବାଲାଟିଏ ନାଁ ରାମ ଏ ଅଖିଳ ଭୁବନ ମୋହନ ବାଳ ଗୋପାଳ ଡ଼ାଲାରେ ଶୁଦ୍ଧ ନିର୍ମଳ ମନ ଥିଲେ ଦେଇଦେବି ସମ୍ପୂର୍ଣ୍ଣ ମାଗଣା ନିଅ ହେ ରସିକ ଗରାଖ ଝୁଲାଇବ ହୃଦଭକ୍ତି ଝୁଲାରେ

No comments:

Post a Comment