A flower with 4 petals
Saturday, 13 September 2025
କିଏ ସାଧେ ଅଷ୍ଟାଙ୍ଗ ଯୋଗ
କିଏ ସାଧେ ଅଷ୍ଟାଙ୍ଗ ଯୋଗ ତୋତେ ଭେଟିବାକୁ ହେ ବାସୁଦେବ ହେ ଚିତ୍ତଚୋର ନବଧା ଭକ୍ତିରେ କେ ଭୁଞ୍ଜାଏ କ୍ଷୀର ସର ଲହୁଣୀ ରାମ ଅରକ୍ଷିତ ଛନ୍ଦେ ଅକ୍ଷର ମାତ୍ରା ଭାଵ ଭକ୍ତିକୁ ଚାରି ଧାଡିରେ ହେ ପଦ୍ମ ପାଦ ଚକାମାଡି ଶୁଣ ଲେଖିଅଛି ତୋହର ମହିମା ଗୁଣି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment