Friday, 12 September 2025

କୃଷ୍ଣ ଭଉଣୀ ମା ଶ୍ୟାମା ତୋ ଅଳାରେ ଧାରଣା ଦେଲି

କୃଷ୍ଣ ଭଉଣୀ ମା ଶ୍ୟାମା ତୋ ଅଳାରେ ଧାରଣା ଦେଲି ଦୁର୍ଗତିନାଶିନୀ ଦୁର୍ଗା ତୋ ଜବା ପାଦରେ ଶରଣ ନେଲି ଭାଗବତ କହେ କୃଷ୍ଣ ତୋର ପ୍ରାଣ ପ୍ରତିମ ସହୋଦର ଛନ୍ଦା ଚରଣ ଛୁଇଁବାକୁ ନ ଦେଲା କେଡେ ବିନତି କଲି

No comments:

Post a Comment