Thursday, 2 October 2025

ସାଆନ୍ତେ ଶୋଇଛନ୍ତି ଅତି ଗଭୀର ନିଦ୍ରାରେ

ସାଆନ୍ତେ ଶୋଇଛନ୍ତି ଅତି ଗଭୀର ନିଦ୍ରାରେ ଅପଲକ ଚକ୍ଷୁଶ୍ରବାଙ୍କୁ ନ ଶୁଭିଲା ମୋ କାନ୍ଦ କୃଷ୍ଣ ରୁକ୍ମଣୀ ଗୋବିନ୍ଦ ରଙ୍କୁଣୀ ହୃଦ କମଳ ମାଆ ଥରୁଟିଏ ଛୁଆଁଇ ଦିଅନ୍ତୁନି ଛନ୍ଦାପାଦ

No comments:

Post a Comment