Thursday, 2 October 2025

ଯେଉଁଠି ଯେଉଁଠି ହୁଏ ହରି ନାମ ସଂକୀର୍ତ୍ତନ

ଯେଉଁଠି ଯେଉଁଠି ହୁଏ ହରି ନାମ ସଂକୀର୍ତ୍ତନ ସେହି ତୀର୍ଥ ବୈକୁଣ୍ଠ ନୃତ୍ୟ କରନ୍ତି ବନମାଳୀ ନୃତ୍ୟନ୍ତି ମୃଦଙ୍ଗ ଝାଞ୍ଜ ଗିନି ବୈଷ୍ନବ ବ୍ରହ୍ମାନନ୍ଦ ହୃଦୟ ବନ୍ଦଇ ଛନ୍ଦାପାଦ ହସ୍ତରେ ଭକ୍ତି ଥାଳି

No comments:

Post a Comment