Sunday 9 June 2024

ବରଷା ଜଳକୁ ଭରିଲି କଳସୀରେ

ବରଷା ଜଳକୁ ଭରିଲି କଳସୀରେ ଜଳ କଳସିର ଆକାର ଧାରଣ କଲା ମନକୁ ଥୋଇଲି ମାଆର ଚରଣରେ ମନ ମୋର ଭକ୍ତି ପୁଷ୍ପାଞ୍ଜଳି ହେଲା

No comments:

Post a Comment