Tuesday 11 June 2024

ଶ୍ୟାମଟି ତ୍ରିପଣ୍ଡ କଳା ଆଉ ଶ୍ୟାମା ତ୍ରିପଣ୍ଡ କଳା

ଶ୍ୟାମଟି ତ୍ରିପଣ୍ଡ କଳା ଆଉ ଶ୍ୟାମା ତ୍ରିପଣ୍ଡ କଳା ଭାଇ ଭଉଣୀ ମୋର ମୁହଁରେ ବୋଳିଲେ କାଳି ଶ୍ୟାମ ଅଧାଗଢା ଆଉ ଶ୍ୟାମା ପାଷାଣୀ ହେଲା ଦୁହିଁଙ୍କ ପାଦପଦ୍ମ ଛୁଇଁବା ଆଶା ପକାଇଲି ଦଳି

No comments:

Post a Comment