Wednesday 12 June 2024

କୁଣ୍ଡରେ ଲଗାଇଲି ଗୋଲାପର ଡାଳଟିଏ

କୁଣ୍ଡରେ ଲଗାଇଲି ଗୋଲାପର ଡାଳଟିଏ ମୂଳରେ ସବୁଦିନ ଦେଉଥିଲି ନିଜେ ପାଣି ତଥାପି ମୋ ଆଙ୍ଗୁଠିରେ କଣ୍ଟା ଫୁଟିଗଲା ଏ ଦୁଃଖ କାହାକୁ କହିବି ହେ ବେଣୁ ପାଣି

No comments:

Post a Comment