Monday 10 June 2024

ସହଳ ସହଳ ତୋଳ ଗୁନ୍ଥ ତୁଳସୀର ମାଳା

ସହଳ ସହଳ ତୋଳ ଗୁନ୍ଥ ତୁଳସୀର ମାଳା ମୋ ପରମ ବୈଷ୍ଣବଙ୍କ ଗଳା ଦିଶେ ଶୁନ୍ୟ ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ ମିଳିତ ରାଧା କୃଷ୍ଣ ତନୁ ପତିତପାବନଙ୍କ ଦେଖି ବିଶ୍ୱ ହେଉ ଧନ୍ୟ

No comments:

Post a Comment