Sunday 9 June 2024

ଝରକା ବାହାରେ କେତେ ଯେ ବର୍ଷା ଖରା ଶୀତ

ଝରକା ବାହାରେ କେତେ ଯେ ବର୍ଷା ଖରା ଶୀତ ବିଜୁଳି ଘଡ ଘଡି ଅସହାୟ ଜୀବ ସହନ୍ତି ଚାହିଁଲି ବାପା ବୋଉଙ୍କୁ ପୋତିଲି ବୈତରଣୀ ବାଲିରେ ମୋହର ସାଧନା ଭଜନ ଜୀବନ କଥା କହିଲି

No comments:

Post a Comment