Sunday 9 June 2024

ଫୁଲରୁ ଆଞ୍ଜୁଳାଏ ଦେଉଛି ତୋର ପାଦରେ ମାଆ

ଫୁଲରୁ ଆଞ୍ଜୁଳାଏ ଦେଉଛି ତୋର ପାଦରେ ମାଆ ମୋ ନିଜର ମନ ଜମା ଶୁଣେ ନାହିଁ ମୋହର କଥା ଫୁଲରେ ହାରଟିଏ କରି ପାଦଯାଏ ଲମ୍ବାଈ ଥାଆନ୍ତି ଲୋଭ କାମ କ୍ରୋଧ ଇର୍ଷା କଲେ ମୋ ମୁଣ୍ଡକୁ ବଥା

No comments:

Post a Comment