Wednesday 12 June 2024

ଆଖି ଲୁହ ପୋଛିଦେଇ ଗୋଲାପ ଭଳି ହସିବାକୁ ହୁଏ

ଆଖି ଲୁହ ପୋଛିଦେଇ ଗୋଲାପ ଭଳି ହସିବାକୁ ହୁଏ ସଂସାର ମଞ୍ଚରେ ଜୀବନ ଆଗରେ ଏମିତି ଏହି ରହଣି କଣ୍ଟକିତ ଚଲାପଥକୁ ପଦ୍ମ ପାଖୁଡା ଭଳି ମଣିବାକୁ ହୁଏ ଲଭିବାକୁ ବାଞ୍ଛାଥିଲେ ରାଧା ଗୋବିନ୍ଦଙ୍କ କୃପା ଚାହାଁଣି

No comments:

Post a Comment