Saturday 8 June 2024

ମୁହିଁ କିସ ଧରିବି ଆପଣଙ୍କୁ ହେ ଗୋବିନ୍ଦ

ମୁହିଁ କିସ ଧରିବି ଆପଣଙ୍କୁ ହେ ଗୋବିନ୍ଦ ଆପଣ ଆପଣାକୁ ଆପେ ପକାଇଲୁ ଧରା ମୁହିଁ ଅଭକ୍ତ ଅଜ୍ଞାନ ଖୋଜି ପାଇଥାନ୍ତି କି ଆପଣ ଅମାବାସ୍ୟା ରାତ୍ରି ଗଗନ ତାରା

No comments:

Post a Comment