Tuesday 11 June 2024

ଏଡ଼େ ସୁନ୍ଦର ସଜବାଜ ହୋଇ କାହିଁ ବାହାରିଲ ଗୋସେଇଁ

ଏଡ଼େ ସୁନ୍ଦର ସଜବାଜ ହୋଇ କାହିଁ ବାହାରିଲ ଗୋସେଇଁ ଅଖିଳ ବୈଷ୍ଣବମାନଙ୍କର ଲାଗିଯିବ ତୁମଠିଁ ନିଶ୍ଚୟ ନଜର ଏ ପାଖ ଆଖରେ ବୁଲିବାଲି ସହଳ ଘରକୁ ଫେରି ଆସିବ ଏ ଅଭାଗିନୀକୁ ଭୁଲିବନି ଗଲେ ଶ୍ରୀମନ୍ଦିର ଆନନ୍ଦ ବଜାର

No comments:

Post a Comment