Wednesday 12 June 2024

ମନ ରଥ ଉପରେ ନବଜାତ ହୃଦୟ କମଳଟିଏ

ମନ ରଥ ଉପରେ ନବଜାତ ହୃଦୟ କମଳଟିଏ କେଶର ଉପରେ ଶୋଭା କାଳିଦଳା ବନମାଳୀ ଅତି ମୃଦ୍ୟୁ ମୃଦ୍ୟୁ ବହେ ଭକ୍ତିର ମଧୁର ମଳୟ ନିଷ୍କାମ ନାଚେ ଢଳି ଢଳି ହସ୍ତରେ ଅର୍ଘ୍ୟ ଥାଳି

No comments:

Post a Comment