Monday 10 June 2024

ଛପନ କୋଟି ଜୀବଙ୍କ ମଧ୍ୟରୁ ମୁହିଁ ଏକ ହେ ଗୋବିନ୍ଦ

ଆପଣଙ୍କ ଛପନ କୋଟି ଜୀବଙ୍କ ମଧ୍ୟରେ ଜଣେ ବୋଲି ଗଣିଲ ଜନ୍ମ ମୂର୍ତ୍ୟୁ ଚକ୍ରରେ ବାନ୍ଧି ଦେଇ ଭୁଲିଗଲେ କି ହେ ବେଣୁପାଣି ଆପଣଙ୍କ ସହ କେବେ କଣ କେବେ ସାକ୍ଷାତ ହୋଇ ପାରିବନି ପଞ୍ଚମ ବେଦରେ ଅର୍ଜୁନ ସଖା କହେ ଅତିବ ଉଦାର ଚକ୍ରପାଣି

No comments:

Post a Comment