Monday 10 June 2024

ଶ୍ରୀଜଗନ୍ନାଥଙ୍କର ଅପଲକ ଆଖି ଲାଗି ଆସିଲେ

ଶ୍ରୀଜଗନ୍ନାଥଙ୍କର ଅପଲକ ଆଖି ଲାଗି ଆସିଲେ ମା କମଳା ଗୋ ସେବୁଥାଉ ଯେଉଁ କମଳ ପାଦ ତୋ ଅଧମ ସନ୍ତାନ ଥରୁଟିଏ ସୁଯୋଗ ଦିଅ ମା ସେ ପାଦକୁ ଛୁଇଁ ଲଭନ୍ତି କମଳ କେଶର ସ୍ୱାଦ

No comments:

Post a Comment