Tuesday 11 June 2024

ଭକ୍ତ ହୃଦୟକମଳରେ ଗାଢ଼ ନିଦ୍ରା ଗଲେ କି ହେ ଶ୍ରୀଗୋବିନ୍ଦ

ଭକ୍ତ ହୃଦୟକମଳରେ ଗାଢ଼ ନିଦ୍ରା ଗଲେ କି ହେ ଶ୍ରୀଗୋବିନ୍ଦ ପେଡ଼ିରେ ଚନ୍ଦନ ହାତ ଗୁନ୍ଥା ତୁଳସୀ ମଲ୍ଲି ମାଳ ଗଲାଟି ଶୁଖି ମୁଁ କୋଟି କୋଟି ଯୋନି ଭ୍ରମି ସାଧୁସାଙ୍ଗ କରି ଭକ୍ତି ସଞ୍ଚିଥିଲି ଏଡିକି ଉଦାର ଶ୍ରୀବତ୍ସ ଲାଞ୍ଚନ ବକ୍ଷ କଲେ ମୋତେ ଦୁଃଖୀ

No comments:

Post a Comment