Monday 10 June 2024

ଜୟଦେବ ପଦ୍ମାବତୀଙ୍କ ପ୍ରାଣ ଗୋବିନ୍ଦଙ୍କ ଲୀଳା ଶ୍ରବଣ କରିବାକୁ

ଜୟଦେବ ପଦ୍ମାବତୀଙ୍କ ପ୍ରାଣ ଗୋବିନ୍ଦଙ୍କ ଲୀଳା ଶ୍ରବଣ କରିବାକୁ ଲୋଭି କର୍ଣ୍ଣ ଚକ୍ଷୁ ମୋର ଶ୍ରୀଗୀତଗୋବିନ୍ଦ ପୃଷ୍ଠାକୁ ଆଶ୍ରୟ କଲା ଲଳିତା ପତି ବିଦ୍ୟାପତିଙ୍କ ନୀଳମାଧବଙ୍କୁ ଠାବ କରିବାକୁ ଯାଇ ଲୋଭି ମନ ମୋର ନୀଳକନ୍ଦର ଗରୁଡ ପଛରେ ଉଭା ହେଲା

No comments:

Post a Comment