Monday 10 June 2024

କୋଟିଏ ଜୀବରୁ ମୋତେ ଅନ୍ତର କଲ ବୋଲି

କୋଟିଏ ଜୀବରୁ ମୋତେ ଅନ୍ତର କଲ ବୋଲି ଗୋବିନ୍ଦ ହେ ଆଖିର ଲୁହରେ ମୁହିଁ ଭାସିଗଲି ସ୍ଵୟମ ନାବ ବାହି କୂଳରେ ଲଗାଇଲେ ଆପଣ ଗୋବିନ୍ଦ ହେ ତୋ ଛନ୍ଦା ପାଦରେ ତୃପ୍ତ ହେଲି

No comments:

Post a Comment