Sunday 9 June 2024

ଆଜି ହେଲା ସେ ଗୋବିନ୍ଦଙ୍କ କପାଳରେ ଚନ୍ଦନ ଟୋପା

ଆଜି ହେଲା ସେ ଗୋବିନ୍ଦଙ୍କ କପାଳରେ ଚନ୍ଦନ ଟୋପା କାଲି ଯାହା ଥିଲା ମୋର ଦୁଇଟି ନୟନର ଅସରା ଲୁହ ଆଜି ହେଲା ସେ ଗୋବିନ୍ଦ ଗଳାର ହାର ମଙ୍ଗଳ ଆରତି କାଲି ଯାହା ଥିଲା ମୋ ନିଷ୍ପାପ ହୃଦୟର ଅକୁହା କୋହ

No comments:

Post a Comment