Sunday 9 June 2024

Rin Posche Waterfall

ପାହାଡ କୋଳରେ ଅତି ଅଲିଅଳି କନ୍ୟାଟିଏ ଝରଣା ନିରନ୍ତର ଛୁଁମୁ ଛୁଁମୁ ନାଚି ଗାଇ ଜୀଵରେ ଭରେ ପ୍ରାଣ କେବେ ହିମଗିରି ତନୟା କେବେ ଶିବଙ୍କ ଜଟା ଗଙ୍ଗା ନିତ୍ୟ ଶୁଦ୍ଧ କଲ୍ୟାଣୀ ବ୍ରାହ୍ମଣୀ ଖୁନ୍ଦା ଜନକ ସୂତା ଗୁଣ Rin Posche Waterfall,Zemithang, Arunachal Pradesh ,Near Cina-Tibbet Boarder...

No comments:

Post a Comment