Thursday, 17 April 2025

ଅଖିଳ ଜୀବଙ୍କୁ ଉତ୍ସାହିତ କରୁ ମାୟା ରୁପା ହୋଇ

ଅଖିଳ ଜୀବଙ୍କୁ ଉତ୍ସାହିତ କରୁ ମାୟା ରୁପା ହୋଇ ସକଳ ଭୁତଙ୍କୁ ପାଳନ କରୁ ମା ଦୟା ରୂପ ହୋଇ ରାମ ଅଗାଧ ଭଵ ଜଞ୍ଜାଳ ଜଳରେ ନ ପାଏ କୂଳ କୋଳକୁ ନିଅ ମା ପିତା ମାତା ହରା ଅନାଥ ମୁହିଁ

No comments:

Post a Comment