Wednesday, 16 April 2025

ଶ୍ରୀଗୋବିନ୍ଦ କୃପାରେ ଛନ୍ଦା ପାଦକୁ ଲଭିଲି

ଶ୍ରୀଗୋବିନ୍ଦ କୃପାରେ ଛନ୍ଦା ପାଦରେ ଲୋଟିଗଲି ଭକ୍ତି ଅଶ୍ରୁ ଯାହାଥିଲା ଆଖିରେ ସକଳ ବାଢିଦେଲି ଅଷ୍ଟାଙ୍ଗ ଭକ୍ତି ଜ୍ଞାନ ପ୍ରେମକୁ ପତିତ ନୁହଇଁ ଭାଜନ ବାଇଶି ପାହଚରୁ ବେନି ବାହୁ ଉର୍ଦ୍ଧକୁ ତୋଳିଦେଲି

No comments:

Post a Comment