Thursday, 17 April 2025

ହେ ଅପଲକ କୃପା ରବି ଶଶୀ ନୟନ

ହେ ଅପଲକ କୃପା ରବି ଶଶୀ ନୟନ ତୁହିତ ବିଶ୍ୱ ମଣିମା ରଖ ଚଉବାହାରେ ହେ ଲକ୍ଷ୍ମୀହୃଦୟ ବୈଷ୍ଣବ ହୃଦ ମନ୍ଦିର ତ୍ରାହି ଗରୁଡାସନ କିଏ ଆଉ ସାହାରେ

No comments:

Post a Comment