Tuesday, 15 April 2025

ତୋତେ ଛାଡି ଅନ୍ତର କାହାକୁ ଦେଖାଇବି ହେ ଗୋବିନ୍ଦ

ତୋତେ ଛାଡି ଅନ୍ତର କାହାକୁ ଦେଖାଇବି ହେ ଗୋବିନ୍ଦ ହେ ଅନ୍ତର୍ଯ୍ୟାମୀ ଠାକୁର ସେତ ଅଶେଷ କ୍ଷତରେ ଭରା ତୋ ହସ୍ତ ବିଭୁତି ମୋ ସମ୍ବଳ ସକଳ ବିପଦେ ସମ୍ପଦେ ହେ ସାଇ କୃଷ୍ଣ ଚିନ୍ତେ ତୋ ପାଦ ନ ଦେଲେ ଦେ ଧରା

No comments:

Post a Comment