Wednesday, 16 April 2025

ନୀଳ ନିର୍ମଳ ଆକାଶରୁ ଉଡି ଆସିବ

ନୀଳ ନିର୍ମଳ ଆକାଶରୁ ଉଡି ଆସିବ ବିନତା ତନୟ ପୃଷ୍ଠରେ ଚନ୍ଦନ ଅର୍ଗଳୀ ଦାରୁବ୍ରହ୍ମ ହୋଇଥିବେ ଅଙ୍କା ଚନ୍ଦନ କସ୍ତୁରୀ ଗନ୍ଧରେ ଅଧିର ହୋଇବ ଆତ୍ମା ଶାରୀ ଆହାଃ ଏହି କିବା ବୈଷ୍ଣବ ହୃଦ ଚନ୍ଦନ ମୁରଲୀ ଫୁଙ୍କା

No comments:

Post a Comment