Tuesday, 15 April 2025

ସଭିଁଙ୍କ ଚିନ୍ତା ତୋତେ ଲାଗିଛି ହେ ଚିନ୍ତାମଣି

ସଭିଁଙ୍କ ଚିନ୍ତା ତୋତେ ଲାଗିଛି ହେ ଚିନ୍ତାମଣି ଆଉ ଅଧିକ କିବା ଦେବି ମୋର ମନ ପାପ ଜଞ୍ଜାଳ ଜରା ବ୍ୟାଧିରେ ଶରୀର ଭାରି ହୁଏ ଅପଲକ ଚାହିଁଥିବୁ ତୋ ନାମ କରୁଅଛି ଜପ

No comments:

Post a Comment