Monday, 14 April 2025

କୁସଙ୍ଗ ତେଜିବା ଚିନ୍ତା କରନ୍ତେ ଶିହରି ଉଠିଲା ଦେହ

କୁସଙ୍ଗ ତେଜିବା ଚିନ୍ତା କରନ୍ତେ ଶିହରି ଉଠିଲା ଦେହ କୁକର୍ମ ତେଜିବା ସ୍ମରଣ କରନ୍ତେ ଆଉ ବଢିଲା ମୋହ ଅତି ପ୍ରସସ୍ଥ ପ୍ରତି ବାଇଶି ପାହାଚ ଏ ପତିତ କି ଚଢ଼ିବ ହେ ପତିତପାବନ ହୃଦ କମଳରେ ପାଦ ଥୋଇ ଦିଅ

No comments:

Post a Comment